ଖେଳ

Cricket: ଟି-୨୦ କ୍ରିକେଟରେ ଛକା, ବିଶ୍ୱ ରେକର୍ଡ ସ୍ଥାପନ କଲେ ଅଭିଷେକ ଶର୍ମା

ଭାରତୀୟ ଯୁବ କ୍ରିକେଟ୍‌ର ଅଭିଷେକ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବିରଳ ରେକର୍ଡଧାରୀ ହୋଇଛନ୍ତି। ବିସ୍ଫୋରକ ବ୍ୟାଟିଂ ବଳରେ ସେ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରି ସୂର୍ଯ୍ୟକୁମାର ଯାଦବଙ୍କ ବିଶ୍ୱ...

ନୂଆଦିଲ୍ଲୀ: ଭାରତୀୟ ଯୁବ କ୍ରିକେଟ୍‌ର ଅଭିଷେକ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ବିରଳ ରେକର୍ଡଧାରୀ ହୋଇଛନ୍ତି। ବିସ୍ଫୋରକ ବ୍ୟାଟିଂ ବଳରେ ସେ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରି ସୂର୍ଯ୍ୟକୁମାର ଯାଦବଙ୍କ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ପାଞ୍ଚଟି ଛକା ମାରି ଏହି ସଫଳତାରେ ପହଞ୍ଚିଛନ୍ତି। ୨୦୨୬ରେ ସେ ମୋଟ ୬୮ଟି ଛକା ମାରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button