ଦେଶ ବିଦେଶ

Attack on ship: ଜାହାଜରେ ଥିଲେ ୨୩ ଭାରତୀୟ ନାବିକ; ଋଷ ଉପକୂଳରେ ଡ୍ରୋନ୍ ଆକ୍ରମଣ କଲା ୟୁକ୍ରେନ୍‌

ରୁଷର ବ୍ଲାକ ସି ଉପକୂଳରେ ମଙ୍ଗଳବାର ଦିନ ଏକ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁଁ ଲାଇବେରିଆନ ପତାକା ବହନ କରୁଥିବା ଆଫ୍ରାମାକ୍ସ ରିଓରେ ନିଆଁ ଲାଗିଛି। ଏଥିରେ ୨୩ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ରୁଷ ଅଧିକାରୀଙ୍କ ଅନୁଯାୟୀ, ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ମସ୍କୋ: ରୁଷର ବ୍ଲାକ ସି ଉପକୂଳରେ ମଙ୍ଗଳବାର ଦିନ ଏକ ୟୁକ୍ରେନୀୟ ଡ୍ରୋନ୍ ଆକ୍ରମଣ ଯୋଗୁଁ ଲାଇବେରିଆନ ପତାକା ବହନ କରୁଥିବା ଆଫ୍ରାମାକ୍ସ ରିଓରେ ନିଆଁ ଲାଗିଛି। ଏଥିରେ ୨୩ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ରୁଷ ଅଧିକାରୀଙ୍କ ଅନୁଯାୟୀ, ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button