ଦେଶ ବିଦେଶ
-
Israel: ଇସ୍ରାଏଲ ହେଜବୁଲ୍ଲାର ୨ କିମି ସୁଡ଼ଙ୍ଗକୁ ବିସ୍ଫୋରଣରେ ଉଡ଼ାଇଦେଲା ବିସ୍ଫୋରଣ ପରେ ୪.୧ ତୀବ୍ରତାର ଭୂକମ୍ପ ରେକର୍ଡ
ବେରୁତ: ଦକ୍ଷିଣ ଲେବାନନର ଅଲି ଅଲ୍-ତାହେର ପାହାଡ଼ ଅଞ୍ଚଳରେ ହେଜବୁଲ୍ଲାର ୨ କିଲୋମିଟରରୁ ଅଧିକ ଲମ୍ବା ଭୂତଳ ସୁଡ଼ଙ୍ଗ ବ୍ୟବସ୍ଥାକୁ ଇସ୍ରାଏଲୀ ସେନା ବଡ଼ ବିସ୍ଫୋରଣ ଦ୍ବାରା ଧ୍ୱଂସ କରିଦେଇଛି। ଗୁରୁବାର ରାତିରେ…
Read More » -
Narendra Modi: ମୋଦୀ-ଜିନପିଙ୍ଗ ଆଲୋଚନାରେ ବିରଳ ମୃତ୍ତିକା, ଭିସା ଓ ନିବେଶ ପ୍ରସଙ୍ଗ ଉପରେ ଗୁରୁତ୍ବ ରହିବ
ନୂଆଦିଲ୍ଲୀ: ଭାରତ-ଚୀନ୍ ସମ୍ପର୍କରେ ନୂଆ ସ୍ଥିରତା ଆଣିବା ଉଦ୍ୟମ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ଭାରତ ଆସିବେ। ତାଙ୍କ ୨୪ ଘଣ୍ଟିଆ ଗସ୍ତରେ ବିରଳ…
Read More » -
Delhi: ଦିଲ୍ଲୀରେ ବର୍ଷାର ତାଣ୍ଡବ, ବ୍ରିକ୍ସ ସମ୍ମିଳନୀ ମଧ୍ୟରେ ରେଡ୍ ଆଲର୍ଟ ଜାରି
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀର ପ୍ରଥମ ଦିନ ଶୁକ୍ରବାର ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଦିଲ୍ଲୀ ଓ ଏନ୍ସିଆର୍ ପାଇଁ ରେଡ୍ ଆଲର୍ଟ…
Read More » -
Flood in Bihar: ବିହାର ବନ୍ୟା ସ୍ଥିତି ସଙ୍ଗୀନ୍: ୧୫ ଜିଲ୍ଲାରେ ୪୬ ଲକ୍ଷ ଲୋକ ପ୍ରଭାବିତ
ପାଟନା: ବିହାରରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି। ୧୫ ଜିଲ୍ଲାରେ ୪୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶୁକ୍ରବାର ସୁଦ୍ଧା ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ…
Read More » -
Job in Railways: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ଯୁକ୍ତ ଦୁଇ ପାସ୍ କରିଛନ୍ତି କି?
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ନିଯୁକ୍ତି ବୋର୍ଡ ଚଳିତ ବର୍ଷ ଅଣ-ବୈଷୟିକ ବର୍ଗରେ ୫,୧୬୫ଟି ନୂଆ ପଦବିରେ ନିଯୁକ୍ତି ଦେବା ପାଇଁ ଅନୁମୋଦନ ଦେଇଛି। ଏହି ପଦବିଗୁଡ଼ିକ ମଧ୍ୟରୁ ସ୍ନାତକସ୍ତରର ପରୀକ୍ଷାର୍ଥୀଙ୍କ…
Read More » -
Church Roof Collapse: ଭେଲୋରରେ ନିର୍ମାଣାଧୀନ ଚର୍ଚ୍ଚ ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ, ୧୪ ଆହତ
ଭେଲୋର: ଭେଲୋରର ତିରୁଭାଲମର ମଞ୍ଜୁକୃଷ୍ଣପୁରମରେ ଗୁରୁବାର ଏକ ନିର୍ମାଣାଧୀନ ଚର୍ଚ୍ଚର ଛାତ ଭୁଶୁଡ଼ି ପଡ଼ିବାରୁ ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୪ ଜଣ ଆହତ ହୋଇଛନ୍ତି। ଘଟଣାଟି ଅପରାହ୍ଣ ୪ଟା…
Read More » -
Osama Bin Laden Family: ଲାଦେନ ମରିଲା ପରେ କୁଆଡ଼େ ଗଲେ ତାଙ୍କ ୨୪ ପିଲା?
ନୂଆଦିଲ୍ଲୀ: ୫ ବେଗମ୍… ୨୪ ପିଲା… ଆଉ ଜଣେ ଏମିତି ବାପା, ଯାହାଙ୍କ ନାଁ ଶୁଣିଲେ ଆଜି ବି ମନେପଡ଼େ ୯/୧୧ର ଭୟଙ୍କର ଦୃଶ୍ୟ! ୨୫ ବର୍ଷ…
Read More » -
PM Modi: ୯/୧୧ ଆକ୍ରମଣକୁ ୨୫ ବର୍ଷ: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆମେରିକାରେ ଘଟିଥିବା ଭୟଙ୍କର ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଏହି ଆକ୍ରମଣର ଶିକାର ହୋଇଥିବା ମୃତକମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାସହ ସମଗ୍ର…
Read More » -
US Terror Attack: ୯/୧୧ ଆକ୍ରମଣ: ୨୫ ବର୍ଷ ପରେ ବି ମନେପଡ଼ନ୍ତି ”ଫ୍ଲାଇଟ୍ ୯୩”ର ସେହି ସାହସୀ ଯାତ୍ରୀ
ନୂଆଦିଲ୍ଲୀ: ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଘଟିଥିବା ବିଶ୍ୱର ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରଣ ହୋଇଛି। ଆଲ-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି…
Read More » -
Houthi Attack: ମଧ୍ୟପ୍ରାଚ୍ୟ ସଙ୍କଟ: ସାଉଦି ଆରବ ଉପରେ ହୁତି ଆକ୍ରମଣ, ମୋଚା ବନ୍ଦର ଦଖଲ କଲେ ବିଦ୍ରୋହୀ
ନୂଆଦିଲ୍ଲୀ:ଆମେରିକା ଓ ଏହାର ସହଯୋଗୀ ଦେଶଗୁଡ଼ିକ ଉପରେ ଚାପ ସୃଷ୍ଟି କରିବା ପାଇଁ ଇରାନ୍ ବର୍ତ୍ତମାନ ୟେମେନର ହୁତି ବିଦ୍ରୋହୀ ଏବଂ ଇରାକର ମିଲିସିଆ ଗୋଷ୍ଠୀଗୁଡ଼ିକୁ ବ୍ୟାପକ ଭାବେ ବ୍ୟବହାର କରୁଥିବା…
Read More »