ଦେଶ ବିଦେଶ

India Canada trade: ଆଜିଠୁ ୫ଦିନିଆ ବୈଠକ-ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ହେବା ଆଶା

ବ୍ୟାପକ ଅଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ)କୁ ନେଇ ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ଆଲୋଚନାର ପଞ୍ଚମ ପର୍ଯ୍ୟାୟ ଆଜି ଠାରୁ କାନାଡାର ଓଟାୱାର ଆରମ୍ଭ ହେବ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଆଲୋଚନାକୁ ଚୂଡ଼ାନ୍ତ କରିବାକୁ ଉଭୟ ପକ୍ଷ ଲକ୍ଷ୍ୟ...

ନୂଆଦିଲ୍ଲୀ: ବ୍ୟାପକ ଅଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ)କୁ ନେଇ ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ଆଲୋଚନାର ପଞ୍ଚମ ପର୍ଯ୍ୟାୟ ଆଜି ଠାରୁ କାନାଡାର ଓଟାୱାର ଆରମ୍ଭ ହେବ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଆଲୋଚନାକୁ ଚୂଡ଼ାନ୍ତ କରିବାକୁ ଉଭୟ ପକ୍ଷ ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ୫ଦିନିଆ ଆଲୋଚନା ଚଳିତ ମାସ ୯ରେ ଶେଷ ହେବ। ଗତ ସେପ୍ଟେମ୍ବର ୧୮ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button