ଦେଶ ବିଦେଶ

Monsoon 2026: ପୁଣି ସକ୍ରିୟ ହେବ ମୌସୁମୀ: ଆଜିଠୁ ପୂର୍ବ ଭାରତରେ ବଢ଼ିବ ବର୍ଷା

ଦେଶରେ ମୌସୁମୀ ବାୟୁ ପୁଣି ସକ୍ରିୟ ହେବାକୁ ଆରମ୍ଭ କରିଛି। ‌ବୁଧବାରଠାରୁ ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁସାରେ, ଉତ୍ତର ବଙ୍ଗୋପସାଗର ଓ ଏହାର...

ନୂଆଦିଲ୍ଲୀ: ଦେଶରେ ମୌସୁମୀ ବାୟୁ ପୁଣି ସକ୍ରିୟ ହେବାକୁ ଆରମ୍ଭ କରିଛି। ‌ବୁଧବାରଠାରୁ ପୂର୍ବ ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁସାରେ, ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ନିମ୍ନଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ଏହି ବର୍ଷାର ପ୍ରମୁଖ କାରଣ ହୋଇପାରେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button