ରାଜ୍ୟ
Panchayat elections: କୋଟିଆରେ ପଞ୍ଚାୟତ ନିର୍ବାଚନ ଘୁଞ୍ଚିଲା: ନଭେମ୍ବର ୨୯ ବଦଳରେ ଡିସେମ୍ବର ୨ରେ ମତଦାନ
କୋଟିଆରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ଘୁଞ୍ଚାଇ ଦେଇଛି। ନଭେମ୍ବର ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ ହେବ। ୨୯ରେ କୋଟିଆରେ ପରବ ମହୋତ୍ସବ ଆୟୋଜନ ନେଇ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘୋଷଣା...

କୋରାପୁଟ: କୋଟିଆରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ଘୁଞ୍ଚାଇ ଦେଇଛି। ନଭେମ୍ବର ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ ହେବ। ୨୯ରେ କୋଟିଆରେ ପରବ ମହୋତ୍ସବ ଆୟୋଜନ ନେଇ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘୋଷଣା ପରେ ଆନ୍ଧ୍ର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଥିଲା। ଏବେ ନିର୍ବାଚନ ତାରିଖ ପରିବର୍ତ୍ତନ କରି ଏଜେଣ୍ଟଙ୍କ ମାଧ୍ୟମରେ ଆନ୍ଧ୍ର କୋଟିଆରେ ମତଦାନ ହାର ବଢ଼ାଇବାକୁ ସ୍ବତନ୍ତ୍ର ଯୋଜନା କରିଛି।
ସୌଜନ୍ୟ ସମ୍ବାଦ




