ରାଜ୍ୟ

Young woman: ଗେଷ୍ଟହାଉସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ମାମଲା ରୁଜୁ କରି ବସିଛି ପୁଲିସ

ଚାକିରି ଦେବାର ପ୍ରଲୋଭନ ଦେଖାଇ ନିମାପଡ଼ା ଡାକି ଆଣିବା ପରେ ଜଣେ ଯୁବତୀଙ୍କୁ ସ୍ଥାନୀୟ ନନ୍ଦିନୀ ଗେଷ୍ଟ ହାଉସ୍‌ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କାହା ଆଗରେ କଥା ପ୍ରକାଶ କଲେ ହତ୍ୟା କରିବାକୁ ଧମକ ମିଳିବାରୁ ଯୁବତୀଜଣକ ନିମାପଡ଼ା ଛାଡ଼ି ଭୁବନେଶ୍ୱର ପଳାଇଥିଲେ।

ପୁରୀ/ନିମାପଡ଼ା: ଚାକିରି ଦେବାର ପ୍ରଲୋଭନ ଦେଖାଇ ନିମାପଡ଼ା ଡାକି ଆଣିବା ପରେ ଜଣେ ଯୁବତୀଙ୍କୁ ସ୍ଥାନୀୟ ନନ୍ଦିନୀ ଗେଷ୍ଟ ହାଉସ୍‌ରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କାହା ଆଗରେ କଥା ପ୍ରକାଶ କଲେ ହତ୍ୟା କରିବାକୁ ଧମକ ମିଳିବାରୁ ଯୁବତୀଜଣକ ନିମାପଡ଼ା ଛାଡ଼ି ଭୁବନେଶ୍ୱର ପଳାଇଥିଲେ। ସେଠାରେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ପୁଲିସ ଜିରୋ ଏଫ୍‌ଆଇଆର୍‌ ରୁଜୁ କରି ନିମାପଡ଼ା ଥାନାକୁ ହସ୍ତାନ୍ତର କରିଥିଲା। ନିମାପଡ଼ା ପୁଲିସ କେସ୍ ନଂ ୨୯୮/୨୬ରେ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ନିମାପଡ଼ାରେ ଉତ୍ତେଜନା ଦେଖାଦେଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button