ଦେଶ ବିଦେଶ
-
Bhubaneswar airport: ଲିଜ୍ରେ ଦିଆଯିବ ଭୁବନେଶ୍ବର ବିମାନବନ୍ଦର: କେନ୍ଦ୍ରର ମଞ୍ଜୁରି, କର୍ଣ୍ଣାଟକର ହୁବଲି ସହ ଯୋଡ଼ିହେଲା
ନୂଆଦିଲ୍ଲୀ/ଭୁବନେଶ୍ବର: ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଘରୋଇକରଣ ବାଟ ଫିଟିଛି। ଏହାକୁ ଲିଜ୍ ସୂତ୍ରରେ ଦେବା ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଦେଶରେ ଥିବା ମୋଟ୍…
Read More » -
POK: ପିଓକେକୁ ନର୍କ କରିଛି ପାକିସ୍ତାନ: ଜାତିସଂଘକୁ ଚିଠି ଲେଖିଲେ ବ୍ରିଟେନ ସାଂସଦ
ଲଣ୍ଡନ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଜନସାଧାରଣଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଏବଂ ନର୍କ ସଦୃଶ ହୋଇପଡ଼ିଛି ବୋଲି ବ୍ରିଟେନର ସାଂସଦମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରେ ପାକିସ୍ତାନ ସରକାର…
Read More » -
Seikh Hasina: ଶେଖ ହସିନା ପ୍ରସଙ୍ଗରେ ବଢୁଛି ମତଭେଦ: ଅନିଶ୍ଚିତତାରେ ତାରିକ ରହମାନଙ୍କ ଭାରତ ଗସ୍ତ
ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ବଢ଼ିଛି। ଅଗଷ୍ଟ ତୃତୀୟ ସପ୍ତାହରେ ତାଙ୍କ ନୂଆଦିଲ୍ଲୀ ଗସ୍ତ ପାଇଁ ପ୍ରସ୍ତୁତି ଆଗେଇଥିବା ଖବର ଆସିଥିଲା। ଏପରିକି…
Read More » -
JantarMantar: ଯନ୍ତର ମନ୍ତରରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ମିଳିଲାନି ଅନୁମତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ଦିଲ୍ଲୀ ପୁଲିସ
ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତରଠାରେ ଆୟୋଜନ ହେବାକୁ ଥିବା ସଂରକ୍ଷଣ ବିରୋଧୀ ଗଣ-ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନକୁ ଦିଲ୍ଲୀ ପୁଲିସ ଅନୁମତି ଦେବାକୁ ସ୍ପଷ୍ଟ ମନା କରିଦେଇଛି। ସୁରକ୍ଷା ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା…
Read More » -
RTI: କେନ୍ଦ୍ରମନ୍ତ୍ରୀମାନଙ୍କ ବାସଭବନ ମରାମତିରେ ଖର୍ଚ୍ଚ ହୋଇଛି ରେକର୍ଡ ୯୨ କୋଟି: ଆର୍ଟିଆଇ ରିପୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲୁଟିୟନ୍ସ ବଙ୍ଗଳା ଜୋନ୍ରେ ଅବସ୍ଥିତ କେନ୍ଦ୍ରମନ୍ତ୍ରୀମାନଙ୍କ ସରକାରୀ ବାସଭବନର ମରାମତି, ନବୀକରଣ ଏବଂ ସାଜସଜ୍ଜା ପାଇଁ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୯୨.୩୫ କୋଟି…
Read More » -
Murder: ବାଂଲାଦେଶରେ ବର୍ବରତା; ହିନ୍ଦୁ ଶିକ୍ଷକଙ୍କ ସମେତ ପରିବାରର ୪ ଜଣଙ୍କୁ ହତ୍ୟା
ଢାକା: ବାଂଲାଦେଶର ରଙ୍ଗପୁର ସହରର ଦାସପଡ଼ା ଅଞ୍ଚଳରେ ଶନିବାର ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ନୃଶଂସ ହତ୍ୟାକାଣ୍ଡ ଆଲୋଡ଼ନ ସୃଷ୍ଟି…
Read More » -
Raid: କର୍ଣ୍ଣାଟକ ଆଇଏଏସ୍ ଅଧିକାରୀଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ
ବେଙ୍ଗାଲୁରୁ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବିବାର କର୍ଣ୍ଣାଟକର ଆଇଏଏସ୍ ଅଧିକାରୀ ଜ୍ଞାନେନ୍ଦ୍ର କୁମାରଙ୍କ ବେଙ୍ଗାଲୁରୁ ଓ ଉତ୍ତର ପ୍ରଦେଶ ଘରେ ଚଢ଼ାଉ କରିଛି। କର୍ଣ୍ଣାଟକ ଲୋକ ସେବା ଆୟୋଗ (କେପିଏସ୍ସି) ସମ୍ପର୍କିତ…
Read More » -
Vande mataram: ରାହୁଲ ଗାନ୍ଧୀଙ୍କୁ ସ୍ମୃତି ଇରାନୀଙ୍କ ଚାଲେଞ୍ଜ: ୩୩% ମହିଳା ସଂରକ୍ଷଣ ତୁରନ୍ତ ଲାଗୁ କରିବାକୁ ସମର୍ଥନ
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ ରବିବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଚାଲେଞ୍ଜ କରି ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ଶୀଘ୍ର…
Read More » -
BJP: ୫ କୋଟି ଟଙ୍କା ମାଗିବା ଅଭିଯୋଗକୁ ନେଇ ବଢ଼ିଲା ବିବାଦ: ଭଗବନ୍ତ ମାନଙ୍କ ଇସ୍ତଫା ଦାବି କଲା ବିଜେପି
ଚଣ୍ଡୀଗଡ଼,: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀ ଗୁରପ୍ରୀତ କୌର ଏକ ଦୁଷ୍କର୍ମ ମାମଲାକୁ ଚପାଇ ଦେବା ପାଇଁ ୫ କୋଟି ଟଙ୍କା ମାଗିଥିବା ଅଭିଯୋଗକୁ ନେଇ ରାଜନୈତିକ ବିବାଦ…
Read More » -
Canada : ଆମେରିକା ଉପରେ ପାଲଟା ୫୦% ଶୁଳ୍କ ଲଗାଇଲା କାନାଡା
ୱାସିଂଟନ/ଅଟାୱା: କାନାଡା ଓ ଆମେରିକା ମଧ୍ୟରେ ବାଣିଜ୍ୟଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ବାତିଲ ହେବା ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…
Read More »