ରାଜ୍ୟ
Jackal attack: ବିଲୁଆ କାମୁଡ଼ାରେ ୪ ଆହତ, ମେଡ଼ିକାଲରେ ଚିକିତ୍ସିତ
ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କୁରୁମିଙ୍ଗିଆ ଅଞ୍ଚଳରେ ବିଲୁଆ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସମସ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କୁରୁମିଙ୍ଗିଆ ଅଞ୍ଚଳରେ ବିଲୁଆ ଆକ୍ରମଣରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ସମସ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସୂଚନା ଅନୁସାରେ,ଗତକାଲି ଗାବ୍ରିଏଲ୍ ନାୟକ ଓ ଅପସରି ପ୍ରଧାନଙ୍କୁ ଏକ ଜଙ୍ଗଲୀ ବିଲୁଆ ଆକ୍ରମଣ କରିଥିଲା।
ସୌଜନ୍ୟ ସମ୍ବାଦ




