ରାଜ୍ୟ
ସବିତାଙ୍କ ସ୍ବର୍ଣ୍ଣ ପଦକ
ଓଡ଼ିଶାର କ୍ରୀଡ଼ାବିତ୍ ସବିତା ଟୋପୋ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଥିବା ବିମ୍ଷ୍ଟେକ୍ ୨୩ ବର୍ଷରୁ କମ୍ ଆଥଲେଟିକ୍ସ ଚାମ୍ପିୟନସିପ୍- ୨୦୨୬ର ମହିଳା ୧୦୦ ମିଟର ବାଧାଦୌଡ଼ରେ ୧୩.୮୬ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି।





