ରାଜ୍ୟ

Snake: ବିଛଣା ନିକଟରୁ ସାତ ଫୁଟ ଲମ୍ବା ବାରାଚିତା ସାପ ଉଦ୍ଧାର

ଶୋଇବାକୁ ଯିବାବେଳେ ବିଛଣା ପାଖରେ ବିରାଟକାୟ ସାପ। ସାପର ଗର୍ଜନ ଶୁଣି ଘରୁ ଧାଇଁ ପଳାଇ ଆସିଲେ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ସନ୍ତରାଗଡିଆ ବଜାର ନିକଟରେ।

ନୀଳଗିରି: ଶୋଇବାକୁ ଯିବାବେଳେ ବିଛଣା ପାଖରେ ବିରାଟକାୟ ସାପ। ସାପର ଗର୍ଜନ ଶୁଣି ଘରୁ ଧାଇଁ ପଳାଇ ଆସିଲେ ମହିଳା । ଏଭଳି ଘଟଣା ଦେଖ‌ିବାକୁ ମିଳିଛି ନୀଳଗିରି ସନ୍ତରାଗଡିଆ ବଜାର ନିକଟରେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ମାଳତୀ ମାଝୀ ରାତିରେ ଖାଇ ନିଜ ବିଛଣା ନିକଟକୁ ଯିବା ସମୟର ସାପ ଗର୍ଜନ ଛାଡିଥିଲା । ପରେ ବାହାରି ଆସି ପଡୋଶୀଙ୍କୁ ଡାକିଥିଲେ।

କୁଳଡ଼ିହା ଅଭୟାରଣ୍ୟରେ ଛଡ଼ାଗଲା

ପରେ ଈଶ୍ବରପୁର ଅଞ୍ଚଳର ଶିବ ଶଙ୍କର ମଢୁଆଳ ପହଞ୍ଚି ସାତ ଫୁଟ ଲମ୍ବା ବାରାଚିତା ସାପକୁ ଉଦ୍ଧାର କରି ପଞ୍ଚଲିଙ୍ଗେଶ୍ବର ନିକଟ କୁଳଡ଼ିହା ଅଭୟାରଣ୍ୟରେ ଛାଡ଼ିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button